ଧର୍ମେନ୍ଦ୍ରଙ୍କ ଇସ୍ତଫା ନୁହେଁ ବିରୋଧୀଙ୍କ ବିଜୟ !

ସୁଦାମ ଶେଖର (ପିନ୍ ବାର୍ତ୍ତା): ଧର୍ମେନ୍ଦ୍ର ଶେଷରେ ଇସ୍ତଫା ଦେଲେ । ସିଜେପି ସହିତ ସମସ୍ତ ବିରୋଧୀ ଦଳ ଖୁସି ହେଇଗଲେ ସେମାନଙ୍କର ବିଜୟ ହେଇଗଲା ବୋଲି । ବାସ୍ତବ କଥା ହେଲା, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇ ବିରୋଧୀ ଙ୍କୁ ଏକ ବଡ଼ ବାର୍ତ୍ତା ଦେଇଦେଲେ, ଗଣତନ୍ତ୍ରରେ ସମସ୍ତେ ସମାନ ।

ବିରୋଧୀଙ୍କ ପାଇଁ ନୂଆ ଇସୁ ତିଆରି କରିବା ପାଇଁ ପୁଣି ସମୟ ଲଗେଇ ଦେବେ । ସେ ମଧ୍ୟରେ ପ୍ରହଲ୍ଲାଦ ଯୋଶୀ ନୂଆ ଶିକ୍ଷା ମନ୍ତ୍ରୀ ରୂପେ, ଧର୍ମେନ୍ଦ୍ର ଙ୍କ ଅଧୁରା କାମକୁ ଆଗକୁ ନେଇଯିବେ । ଧର୍ମେନ୍ଦ୍ର ବିନା ପରିଶ୍ରମରେ ସମଗ୍ର ଭାରତ ନୁହେଁ, ସମଗ୍ର ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିଦେଲେ । ଧର୍ମେନ୍ଦ୍ରଙ୍କ ପାଇଁ ଏହି ବିବାଦ ଏକ ଆଶୀର୍ବାଦ ହେଇଯାଇପାରେ ।

ବିରୋଧୀ ଦଳ ଧର୍ମେନ୍ଦ୍ରଙ୍କ ଇସ୍ତଫାର କ୍ରେଡିଟ ପ୍ରମୁଖ ବିରୋଧୀ ଦଳ ନେବାପାଇଁ ଏବେ ପ୍ରତିଦ୍ବନ୍ଦିତା ଆରମ୍ଭ ହେଇ ଯାଇଛି । କିଏ ହେବେ ମୁଖ୍ୟ ଦାବିଦାର? ବିଜେପି ଧର୍ମେନ୍ଦ୍ରଙ୍କ ଇସ୍ତଫାର ନାମ ଆଗାମୀ ନିର୍ବାଚନରେ ପ୍ରୟୋଗ ବି କରିପାରେ । ବିଜେପିର ଓ ବିରୋଧୀ ଦଳ ଗୁଡ଼ିକର କାର୍ଯ୍ୟ ଶୈଳୀ ଦେଖିଲେ, ଉଭୟେ ତ ହୁସିଆର ହେଇଯିବେ । କିନ୍ତୁ ବିଜେପି ଓ ଧର୍ମେନ୍ଦ୍ର ଅଧିକ ଫାଇଦାରେ ରହି ପାରନ୍ତି ଏବଂ ଧର୍ମେନ୍ଦ୍ରଙ୍କୁ ଭଲ ମାଇଲେଜ ମିଳିଯାଇପାରେ ।

Related Posts

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍‌ସନ୍‌: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

କ୍ରମାଗତ ବିଜୟ ବିଜେପି ପାଇଁ ଚିନ୍ତାର କାରଣ କାହିଁକି?

ପିନ୍ ବାର୍ତ୍ତା: ସବୁଆଡ଼େ ଦଳୀୟ କ୍ଷମତା ବିସ୍ତାର କରିବାର ଅଧିକ ଲୋଭ ହିଁ ବୋଧହୁଏ ବିଜେପି ପାଇଁ ଏକ ବଡ଼ ଦୁର୍ବଳତା ପାଲଟିଛି । ମୋଦୀ ଓ ଶାହ ବୋଧହୁଏ ଭାବିଥିଲେ ଯେ, ସର୍ବାଧିକ ସଂଖ୍ୟକ ରାଜ୍ୟରେ ବିଜୟ ହାସଲ କଲେ ଭାରତର…

Leave a Reply

Your email address will not be published. Required fields are marked *

You Missed

ଅନ୍ଧାରରେ ଓଡ଼ିଶା ସ୍କୁଲ

ଅନ୍ଧାରରେ ଓଡ଼ିଶା ସ୍କୁଲ

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ