ବାବା ରାମଦେବଙ୍କ ନୂଆ ରୂପ; ଜେନ ଜି ଙ୍କୁ ଭୟ ?

ପିନ୍ ବାର୍ତ୍ତା: ସ୍ୱାଧୀନତା ଦିବସ ଅବସରରେ ଯୋଗଗୁରୁ ବାବା ରାମଦେବ ଦେଇଥିବା ଏକ ବିବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଶରେ ବ୍ୟାପୁଥିବା ଅରାଜକତା, ବିଦ୍ୟାଳୟମାନଙ୍କରେ ଶିକ୍ଷକ, ବିଦ୍ୟୁତ୍ ଏବଂ ଜଳର ଅଭାବ, ପ୍ରଶ୍ନପତ୍ର ଲିକ ଏବଂ ସରକାରୀ ଚାକିରି…

କେବଳ ଆଦିବାସୀ ଦିବସ ପାଳନରେ ବିକାଶ ସମ୍ଭବ କି?

ପିନ୍ ବାର୍ତ୍ତା: ଓଡ଼ିଶା ସମେତ ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖକୁ World Tribal Day ଅବା ବିଶ୍ୱ ଆଦିବାସୀ ଦିବସ ଭାବେ ବଡ଼ ଧୂମଧାମରେ ପାଳନ କରାଯାଇଛି । କିନ୍ତୁ ଏହି ଉତ୍ସବର ଚାକଚକ୍ୟ ଭିତରେ ଓଡ଼ିଶାର ଆଦିବାସୀ ଙ୍କୁ…

ଜଗନ୍ନାଥ ଆନିମେସନ୍ ଫିଲ୍ମକୁ ନେଇ ତେଜୁଛି ବିବାଦ

ପିନ୍ ବାର୍ତ୍ତା: ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଶ୍ରୀ ଜଗନ୍ନାଥ’ର ମୁକ୍ତିଲାଭକୁ ନେଇ ସାରା ରାଜ୍ୟରେ ତୀବ୍ର ବିବାଦ ଏବଂ ଅସନ୍ତୋଷ ପ୍ରକାଶ ପାଇଛି । ଏହି କାଳ୍ପନିକ ଫିଲ୍ମ ଦ୍ୱାରା ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ରୀତିନୀତିକୁ କଦର୍ଥ କରାଯାଉଥିବା ଅଭିଯୋଗ…

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଏପାଖ ସେପାଖ

ସୁଦାମ ଶେଖର (ପିନ୍ ବାର୍ତ୍ତା): ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ରୂପେ ଅଭିଷିକ୍ତ ହେବା ଓଡିଶାବାସୀଙ୍କ ପାଇଁ କମ ଗୌରବର କଥା ନୁହେଁ । ସାଧାରଣତଃ ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତି ପଦବୀ ଏକ ରବର ଷ୍ଟାମ୍ପ…

ମଦର ବନ୍ୟାରେ କେମିତି ସଫଳ ହେବ ନିଶା ମୁକ୍ତ ଯୁବ ଓଡ଼ିଶା?

ପିନ୍ ବାର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶକୁ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଓଡ଼ିଶା ସରକାର କଳିଙ୍ଗ ଷ୍ଟାଡିୟମରୁ ‘ନିଶାମୁକ୍ତ ଯୁବ – ବିକଶିତ…

ପୁଣି ହାତଛଡ଼ା ହେଲା କୋରାପୁଟର ଗୌରବ!

ଢେମ୍‌ସାକୁ ବିଶ୍ୱ ଦରବାରରେ ପହଞ୍ଚାଇଲା ଆନ୍ଧ୍ର, ନିଜ ଐତିହ୍ୟକୁ ନେଇ ପୁଣି ନୀରବ ରହିଲା ଓଡ଼ିଶା ଇତିହାସ ବୋଧହୁଏ ପୁଣି ନିଜକୁ ଦୋହରାଉଛି । ଯେଉଁ ଲୋକନୃତ୍ୟକୁ କୋରାପୁଟର ଆଦିବାସୀ ଜୀବନର ଅବିଚ୍ଛିନ୍ନ ଅଂଶ ବୋଲି ଅନେକ ଗବେଷଣା ଓ ଲୋକପରମ୍ପରା…

ଶ୍ରାବଣରେ ଏମିତି ବି ହୁଏ ?

ସୁଦାମ ଶେଖର (ପିନ୍ ବାର୍ତ୍ତା): ଧାର୍ମିକ ଭାବନା ହିଁ ଭାରତକୁ ଏକଜୁଟ କରି ରଖିଛି । ସବୁବେଳେ କିଛି ନା କିଛି ଉତ୍ସବ ପର୍ବ କୌଣସି ନା କୌଣସି ଜାଗାରେ ଚାଲିଥାଏ । ଏବେ ଶ୍ରାବଣ ମାସରେ ଆମେ ରାଖୀ ପୂର୍ଣ୍ଣିମା…

ରଥଯାତ୍ରା ପରର ଆତ୍ମଚିନ୍ତନ

ସୁଦାମ ଶେଖର (ପିନ୍ ବାର୍ତ୍ତା): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସଦ୍ୟ ସମାପ୍ତ ହୋଇଛି । ଆରମ୍ଭରୁ ଅନେକ ବିଭ୍ରାଟ ଦେଖିବାକୁ ମିଳିଛି ସରକାର ଓ ପ୍ରଶାସନର ଜୋରଦାର ପ୍ରସ୍ତୁତି ସତ୍ତ୍ୱେ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀକୁ ସମଗ୍ର ପୃଥିବୀର ବିଭିନ୍ନ ଦେଶରୁ ଭକ୍ତ…

ଜନ୍ତର ମନ୍ତର ରେ ସୁଯୋଗ ପାଇଲେ ଉଦ୍ଧତ ବାମପନ୍ଥୀ

ସୁଦାମ ଶେଖର (ପିନ୍ ବାର୍ତ୍ତା): ସିଜେପିର ଆନ୍ଦୋଳନ ଅଭିଜିତ ଦୀପକେଙ୍କ ପୂର୍ବ ସୂଚନା ଅନୁଯାୟୀ ଶାନ୍ତି ଶୃଙ୍ଖଳା ସହିତ ଆରମ୍ଭ ହେବା ଆବଶ୍ୟକ ଥିଲା । ମାନ୍ୟବର ପ୍ରଧାନ ବିଚାରପତି ଙ୍କ ଯୁବଗୋଷ୍ଠୀଙ୍କୁ ‘ଅସରପା’ ମନ୍ତବ୍ୟ ଯାହା କିଛି ଯୁବଗୋଷ୍ଠୀ ଙ୍କୁ…

ଅପମିଶ୍ରିତ ଖାଦ୍ୟ କବଳରେ ସାରା ଓଡ଼ିଶା

ପିନ୍ ବାର୍ତ୍ତା: ବର୍ତ୍ତମାନ ସମଗ୍ର ଓଡ଼ିଶାରେ ଅପମିଶ୍ରିତ ଖାଦ୍ୟର କାରବାର ଏକ ଭୟାବହ ରୂପ ଧାରଣ କରିଛି । ସକାଳର ଚା’ ପତ୍ରଠାରୁ ଆରମ୍ଭ କରି ମସଲା, ତେଲ, ଘିଅ ଏବଂ ଛୋଟ ପିଲାଙ୍କ ହର୍ଲିକ୍ସ ପର୍ଯ୍ୟନ୍ତ ସବୁଥିରେ ବିଷ ମିଶୁଛି…