କ୍ରମାଗତ ବିଜୟ ବିଜେପି ପାଇଁ ଚିନ୍ତାର କାରଣ କାହିଁକି?

ପିନ୍ ବାର୍ତ୍ତା: ସବୁଆଡ଼େ ଦଳୀୟ କ୍ଷମତା ବିସ୍ତାର କରିବାର ଅଧିକ ଲୋଭ ହିଁ ବୋଧହୁଏ ବିଜେପି ପାଇଁ ଏକ ବଡ଼ ଦୁର୍ବଳତା ପାଲଟିଛି । ମୋଦୀ ଓ ଶାହ ବୋଧହୁଏ ଭାବିଥିଲେ ଯେ, ସର୍ବାଧିକ ସଂଖ୍ୟକ ରାଜ୍ୟରେ ବିଜୟ ହାସଲ କଲେ ଭାରତର…

ଧର୍ମେନ୍ଦ୍ରଙ୍କ ପଛରେ ପଡ଼ିଛି କିଏ?

ସୁଦାମ ଶେଖର (ପିନ୍ ବାର୍ତ୍ତା): ନିଟ ମାମଲାରେ ଇସ୍ତଫା ଦେବା ପାଇଁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରବଳ ଚାପ ପଡିଥିଲା, ସେ ଇସ୍ତଫା ବି ଦେଲେ ଏବଂ ଜେନ ଜି ଆନ୍ଦୋଳନ ଥମିଲା । କିନ୍ତୁ ଓଡ଼ିଶାରେ…

ଦିଲ୍ଲୀରେ ମୋହନ ମାଝୀଙ୍କ ପାୱାର ଶୋ

ସୁଦାମ ଶେଖର (ପିନ୍ ବାର୍ତ୍ତା): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ହାଇପ୍ରୋଫାଇଲ ଓଡିଶା ଗସ୍ତ, ରାଜ୍ୟ ରାଜନୀତି ରେ ଏକ ଭୂମିକମ୍ପ ସୃଷ୍ଟି କରିଛି । ଦୁଇ ଡଜନ ରୁ ଅଧିକ ବିଧାୟକ ଓ ମନ୍ତ୍ରୀଙ୍କୁ ଧରି ଧର୍ମେନ୍ଦ୍ର…

ଧର୍ମେନ୍ଦ୍ରଙ୍କ ଇସ୍ତଫା ନୁହେଁ ବିରୋଧୀଙ୍କ ବିଜୟ !

ସୁଦାମ ଶେଖର (ପିନ୍ ବାର୍ତ୍ତା): ଧର୍ମେନ୍ଦ୍ର ଶେଷରେ ଇସ୍ତଫା ଦେଲେ । ସିଜେପି ସହିତ ସମସ୍ତ ବିରୋଧୀ ଦଳ ଖୁସି ହେଇଗଲେ ସେମାନଙ୍କର ବିଜୟ ହେଇଗଲା ବୋଲି । ବାସ୍ତବ କଥା ହେଲା, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇ ବିରୋଧୀ ଙ୍କୁ…

ବିରୋଧୀ ଦଳର ବିରୋଧ ଯୋଗୁଁ ସରକାର ଲାଭରେ ?

ସୁଦାମ ଶେଖର: ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପୁଣିଥରେ ବିରୋଧୀ ଏକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଶିକ୍ଷା ଓ ଯୁବପିଢ଼ି ସମ୍ବନ୍ଧୀୟ ପ୍ରସଙ୍ଗରେ ସମସ୍ତ ବିରୋଧୀ ଦଳ ଏକାଠି ହେବେ ବୋଲି ଆଶା କରାଯାଉଥିଲା, କିନ୍ତୁ ବାସ୍ତବରେ ରାଜନୈତିକ ପ୍ରତିସ୍ପର୍ଧା ହିଁ…

ତଥାପି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦରକାର !

ସୁଦାମ ଶେଖର: କିଛିଦିନ ନିରବ ରହିବା ପରେ ପୁଣି ଚର୍ଚ୍ଚା ଧରିଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା । ପରିବେଶବିତ ସୋନମ ବାଙ୍ଗଚୁକଙ୍କ ଅନଶନ ଢେର ଦିନରୁ ଚାଲିଛି । ଅନଶନ ଠାରୁ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ନିଜକୁ ବାହାରୁ ଦୁରେଇ…

ଚିଲିକା ସେତୁ ପ୍ରକଳ୍ପକୁ ନେଇ ବିବାଦରେ ସଞ୍ଜୟ

ପିନ୍ ବାର୍ତ୍ତା: କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଥିବାବେଳେ ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ କୁମାର ଦାସବର୍ମାଙ୍କ ମତାମତକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । କୋଷ୍ଟାଲ ହାଇୱେର ମୂଳ ପରିକଳ୍ପନାରୁ କେନ୍ଦ୍ର ସରକାର…

ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତାଙ୍କ କୋହ

ପିନ୍ ବାର୍ତ୍ତା: ରାଜନୀତିରେ କ୍ଷମତା ପରିବର୍ତ୍ତନ ସହ ସମୀକରଣ ବଦଳିବା ଏକ ସ୍ୱାଭାବିକ ପ୍ରକ୍ରିୟା , କିନ୍ତୁ ଯେତେବେଳେ ଆଦର୍ଶ ପଛରେ ପଡ଼ିଯାଏ ଏବଂ ସୁବିଧାବାଦୀ ରାଜନୀତି ଆଗକୁ ଚାଲିଆସେ , ସେତେବେଳେ ମୂଳ ସଙ୍ଗଠନକାରୀଙ୍କ ମନରେ କୋହ ସୃଷ୍ଟି ହେବା…

ଆସିକା ଲୋକସଭାରେ ଗୁରୁତର ହେଉଛି ସାଂସଦ-ବିଧାୟକମାନଙ୍କ ଝଗଡ଼ା

ଓଡ଼ିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାର ଗଠନ ପଛରେ ଗଞ୍ଜାମ ଜିଲାର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । କାରଣ ଏହି ଜିଲାର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୧ଟିରେ ବିଜେପି ଜିତିଥିଲା । ଯାହା ଏକ…

ଦଳବଦଳ ରାଜନୀତିକୁ ନା

ନିର୍ବାଚନ ଆସିଲେ ଓଡ଼ିଶା ସମେତ ସାରା ଦେଶର ରାଜନୀତିରେ ‘ଦଳ ବଦଳ’ ଏକ ସାଧାରଣ ଘଟଣା ପାଲଟିଯାଏ । ନିଜର ଦଳୀୟ ଆଦର୍ଶ , ନୀତି ଓ ନିଷ୍ଠାକୁ ଜଳାଞ୍ଜଳି ଦେଇ କେବଳ ଟିକେଟ୍ ପାଇବା କିମ୍ବା କ୍ଷମତା ଭୋଗ କରିବା…