ସୀମାନ୍ତ ଗ୍ରାମବାସୀଙ୍କ ଯୋଜନା ଲୋଭ, ପ୍ରଭାବିତ ହେଉଛି ଜନଗଣନା
ଗଜପତି ଜିଲାର କେତେକ ଗ୍ରାମରେ ଜନଗଣନାକୁ ନେଇ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଭିତରେ ବିବାଦ ଉଗ୍ର ରୂପ ନେବାରେ ଲାଗିଛି । କିନ୍ତୁ ସୀମାନ୍ତର କେତେକ ବାସିନ୍ଦା, ଯେଉଁମାନେ ଓଡ଼ିଶା ସହିତ ଆନ୍ଧ୍ରରୁ ମଧ୍ୟ ବିଭିନ୍ନ ସରକାରୀ ଯୋଜନାର…
ବିସ୍ଥାପିତଙ୍କ ପାଇଁ ଲଢ଼ୁଛନ୍ତି ଭକ୍ତ
ବିସ୍ଥାପିତଙ୍କୁ ସେମାନଙ୍କ ନାଯ୍ୟ ଦାବି ଦେବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୋରଦାର ଲଢେଇ ଜାରି ରଖିଛନ୍ତି । ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ‘ଗାନ୍ଧୀ ପଥେ ନ୍ୟାୟ ପଦଯାତ୍ରା’…
ହିମନ୍ତ ଓ ଶୁଭେନ୍ଦୁ – ମୋଦିଙ୍କ ପୂର୍ବୋଦୟର ଯୋଦ୍ଧା
ବିଜେପିର ଅଙ୍ଗ, ବଙ୍ଗ, କଳିଙ୍ଗ ଦଖଲ ସ୍ବପ୍ନ ସାକାର ହୋଇଛି । ଇତିମଧ୍ୟରେ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟର ଯୋଦ୍ଧା ସାଜିଛନ୍ତି ହିମନ୍ତ ବିଶ୍ୱ ଶର୍ମା ଓ ଶୁଭେନ୍ଦୁ ଅଧିକାରୀ । ଉତ୍ତର-ପୂର୍ବରେ ହିମନ୍ତ ଓ ବେଙ୍ଗଲରେ ଶୁଭେନ୍ଦୁ ବିଜେପିର ମଙ୍ଗ ଧରିଛନ୍ତି…
ଟାଟା ପାୱାରର ଦାଉରେ ଜଳୁଛି ଓଡ଼ିଶା
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଟାଟା ପାୱାରର ଅତ୍ୟାଚାର ଲୋକଙ୍କ ଉପରେ ଦାଉ ସାଧୁଛି । ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଲାଗିରହିଛି । ଦିନରେ ପ୍ରଚଣ୍ଡ ଖରା ପରେ ଅପରାହ୍ନରେ କାଳବୈଶାଖୀ…
ତାମିଲନାଡୁରେ ବିଜୟ ଯୁଗ । ଆରମ୍ଭ ହେଲା ନୂଆ ଅଧ୍ୟାୟ
ତାମିଲଗା ଭେଟ୍ରି କାଝାଗମ ତଥା ଟିଭିକେ ତାମିଲନାଡୁରେ ନୂଆ ସରକାର ଗଢିଛି । ଏବଂ ନଅ ଜଣିଆ କ୍ୟାବିନେଟ ସହ ଶପଥ ଗ୍ରହଣ କରିଛନ୍ତି ଥାଲାପତୀ ବିଜୟ ଓରଫ ଜୋସେଫ ବିଜୟ । ଅର୍ଥାତ ମୁଖ୍ୟମନ୍ତ୍ରୀ ଭାବେ ଜୋସେଫ ବିଜୟ ଶପଥ…
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍ !
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଏୟାରପୋର୍ଟ ରୋଡ୍ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍କୁ ନେଇ…
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା ମବ୍ ଲିଞ୍ଚିଙ୍ଗ୍ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟଣା ସମ୍ପର୍କରେ ସବିସ୍ତୃତ…
ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ
ଆଜିର ଏହି ଐତିହାସିକ ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ଜନସାଧାରଣ ଯେଉଁ ଜନମତ ଦେଇଛନ୍ତି, ତାହା ଗଣତନ୍ତ୍ରର ବିଜୟ । ଆମ ଦଳର ନୀତି ଓ ଆଦର୍ଶ ଉପରେ ଲୋକଙ୍କର ଭରସା ବୃଦ୍ଧି ପାଇଛି । ଏହି ବିଜୟ କେବଳ…








