ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର; ଦେଶରେ ବଢ଼ୁଛି ମଧୁମେହ, ମୋଟାପଣ ଓ ହାଇପର ଟେନ୍ସନ୍: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ
ପିନ୍ମ ବାର୍ତ୍ତା: ମଧୁମେହ, ମୋଟାପଣ ଓ ଅତ୍ୟାଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…
ଜେନ ଜି ଙ୍କ ସମର୍ଥନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ
ପିନ୍ ବାର୍ତ୍ତା: ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଜେନ୍ ଜି ଙ୍କ ସପକ୍ଷ ରେ । ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନ ଜି ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା । ସେ ଯୋଗ ଦେଇଥିବା ଏକ ସ୍ୱତନ୍ତ୍ର…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରୁ ଉପକୃତ ହେଉଛନ୍ତି ୩.୨୧ କୋଟିରୁ ଅଧିକ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେଉଛନ୍ତି ଏବଂ ଏଥିଲାଗି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଖାଦ୍ୟ ସବସିଡ୍ ବାବଦରେ ୨,୨୭,୭୩୯ କୋଟି ୯୬ଲକ୍ଷ ଟଙ୍କା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ…
କାର୍ଗିଲ ସହିଦଙ୍କ ପରିବାରକୁ ୬୭୪ଟି ଚିଠି: ସହିଦଙ୍କ ସ୍ମୃତିରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିଆରା ପ୍ରୟାସ
ଭବାନୀପାଟଣା, କାର୍ଗିଲ ବିଜୟ ଦିବସ ଅବସରରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ୬୭୪ ଜଣ କାର୍ଗିଲ ସହିଦଙ୍କ ପରିବାର ପ୍ରତି କୃତଜ୍ଞତା, ସମ୍ମାନ ଓ ସମବେଦନା ଜଣାଇବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଏକ ଅଭିନବ ପଦକ୍ଷେପ…
ଧର୍ମେନ୍ଦ୍ରଙ୍କ ଇସ୍ତଫା ନୁହେଁ ବିରୋଧୀଙ୍କ ବିଜୟ !
ସୁଦାମ ଶେଖର (ପିନ୍ ବାର୍ତ୍ତା): ଧର୍ମେନ୍ଦ୍ର ଶେଷରେ ଇସ୍ତଫା ଦେଲେ । ସିଜେପି ସହିତ ସମସ୍ତ ବିରୋଧୀ ଦଳ ଖୁସି ହେଇଗଲେ ସେମାନଙ୍କର ବିଜୟ ହେଇଗଲା ବୋଲି । ବାସ୍ତବ କଥା ହେଲା, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇ ବିରୋଧୀ ଙ୍କୁ…
ଦେଶରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ, ସଂସଦରେ ତଥ୍ୟ ରଖିଲେ କେନ୍ଦ୍ର
ଭୁବନେଶ୍ୱର: ଦେଶର ନ୍ୟାୟ ବ୍ୟବସ୍ଥାରେ ବିଚାରାଧୀନ ମାମଲାର ସଂଖ୍ୟା ନେଇ ରାଜ୍ୟସଭାରେ ଉଠିଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ସଦ୍ୟତମ ପରିସଂଖ୍ୟାନ ପ୍ରକାଶ କରିଛନ୍ତି। ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ଓ ଜିଲ୍ଲା ଅଦାଲତଗୁଡ଼ିକରେ ଲମ୍ବି…
ବିରୋଧୀ ଦଳର ବିରୋଧ ଯୋଗୁଁ ସରକାର ଲାଭରେ ?
ସୁଦାମ ଶେଖର: ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପୁଣିଥରେ ବିରୋଧୀ ଏକତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଶିକ୍ଷା ଓ ଯୁବପିଢ଼ି ସମ୍ବନ୍ଧୀୟ ପ୍ରସଙ୍ଗରେ ସମସ୍ତ ବିରୋଧୀ ଦଳ ଏକାଠି ହେବେ ବୋଲି ଆଶା କରାଯାଉଥିଲା, କିନ୍ତୁ ବାସ୍ତବରେ ରାଜନୈତିକ ପ୍ରତିସ୍ପର୍ଧା ହିଁ…
‘ଗୋ-ହୋମଷ୍ଟେ’ ଯୋଜନା: ବଦଳିବ ଓଡ଼ିଶା ଗ୍ରାମୀଣ ପର୍ଯ୍ୟଟନର ଚେହେରା
ରୂପାନ୍ତରଣ ପଥରେ ଓଡ଼ିଶା ପର୍ଯ୍ୟଟନ । କେବଳ ସହରୀ ଚାକଚକ୍ୟ କିମ୍ବା ବଡ଼ ବଡ଼ ହୋଟେଲ ମଧ୍ୟରେ ସୀମିତ ନରହି ଏବେ ରାଜ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗ୍ରାମୀଣ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସରକାର ଏକ ବଡ଼…
ତ୍ରାହି ତ୍ରାହି ଡାକିଲେଣି ଅନୁପ୍ରବେଶକାରୀ
ଭାରତର ସମସ୍ତ ରାଜ୍ୟରୁ ଖୋଜି ଖୋଜି ଅନୁପ୍ରବେଶକାରୀଙ୍କୁ ବିଦା କରାଯାଉଛି । ଅନୁପ୍ରବେଶକାରୀ ମୁକ୍ତ ହେବ ଭାରତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି ଶୁଭେନ୍ଦୁ ଅଧିକାରୀ…
ହିମନ୍ତ ଓ ଶୁଭେନ୍ଦୁ – ମୋଦିଙ୍କ ପୂର୍ବୋଦୟର ଯୋଦ୍ଧା
ବିଜେପିର ଅଙ୍ଗ, ବଙ୍ଗ, କଳିଙ୍ଗ ଦଖଲ ସ୍ବପ୍ନ ସାକାର ହୋଇଛି । ଇତିମଧ୍ୟରେ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟର ଯୋଦ୍ଧା ସାଜିଛନ୍ତି ହିମନ୍ତ ବିଶ୍ୱ ଶର୍ମା ଓ ଶୁଭେନ୍ଦୁ ଅଧିକାରୀ । ଉତ୍ତର-ପୂର୍ବରେ ହିମନ୍ତ ଓ ବେଙ୍ଗଲରେ ଶୁଭେନ୍ଦୁ ବିଜେପିର ମଙ୍ଗ ଧରିଛନ୍ତି…
















