ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଛି ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର: ପ୍ରତାପ ରାଓ ଯାଦବ
ପିନ୍ ବାର୍ତ୍ତା: ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୪୨୨ଟି ଆୟୁଷ ଡିସପେନ୍ସରୀକୁ ସୁଦୃଢ଼ କରି ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ (ୱେଲନେସ୍ ସେଣ୍ଟର)ରେ ପରିଣତ କରାଯାଇଛି। ଏହି…
ଘରେ ଘରେ ସୌରଶକ୍ତି ଉତ୍ପାଦନ ବଢ଼ାଇବାକୁ ୭୫,୦୨୧ କୋଟି ବରାଦ: ଶ୍ରୀପଦ ନାୟକ
ପିନ୍ ବାର୍ତ୍ତା: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ଅନ୍ୟୁନ କୋଟିଏ ବାସଗୃହରେ ସୌରଶକ୍ତି ଉତ୍ପାଦନ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୭୫,୦୨୧ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଂସଦ ଦିଲ୍ଲୀପ…
ମଦର ବନ୍ୟାରେ କେମିତି ସଫଳ ହେବ ନିଶା ମୁକ୍ତ ଯୁବ ଓଡ଼ିଶା?
ପିନ୍ ବାର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶକୁ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଓଡ଼ିଶା ସରକାର କଳିଙ୍ଗ ଷ୍ଟାଡିୟମରୁ ‘ନିଶାମୁକ୍ତ ଯୁବ – ବିକଶିତ…
ବାରମ୍ବାର ଲିଙ୍ଗରାଜଙ୍କ ନୀତିକାନ୍ତିରେ ବାଧା; ଭକ୍ତଙ୍କୁ ଆଘାତ
ପିନ୍ ବାର୍ତ୍ତା: ଭୁବନେଶ୍ଵର ସ୍ଥିତ ପ୍ରଭୁ ଲିଙ୍ଗରାଜ ଙ୍କ ମନ୍ଦିରରେ କାର୍ଯ୍ୟରତ ସେବାୟତଙ୍କ ଗୋଷ୍ଠୀଗତ ବିବାଦ ଏଵଂ ପ୍ରଭୁ ଙ୍କ ନୀତିକାନ୍ତି ରେ ବିଳମ୍ବ ହେବା ଏକ ନିତିଦିନିଆ ଘଟଣାର ରୂପ ନେଇଛି। ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଲିଙ୍ଗରାଜ…
ପୁଣି ହାତଛଡ଼ା ହେଲା କୋରାପୁଟର ଗୌରବ!
ଢେମ୍ସାକୁ ବିଶ୍ୱ ଦରବାରରେ ପହଞ୍ଚାଇଲା ଆନ୍ଧ୍ର, ନିଜ ଐତିହ୍ୟକୁ ନେଇ ପୁଣି ନୀରବ ରହିଲା ଓଡ଼ିଶା ଇତିହାସ ବୋଧହୁଏ ପୁଣି ନିଜକୁ ଦୋହରାଉଛି । ଯେଉଁ ଲୋକନୃତ୍ୟକୁ କୋରାପୁଟର ଆଦିବାସୀ ଜୀବନର ଅବିଚ୍ଛିନ୍ନ ଅଂଶ ବୋଲି ଅନେକ ଗବେଷଣା ଓ ଲୋକପରମ୍ପରା…
ଶ୍ରାବଣରେ ଏମିତି ବି ହୁଏ ?
ସୁଦାମ ଶେଖର (ପିନ୍ ବାର୍ତ୍ତା): ଧାର୍ମିକ ଭାବନା ହିଁ ଭାରତକୁ ଏକଜୁଟ କରି ରଖିଛି । ସବୁବେଳେ କିଛି ନା କିଛି ଉତ୍ସବ ପର୍ବ କୌଣସି ନା କୌଣସି ଜାଗାରେ ଚାଲିଥାଏ । ଏବେ ଶ୍ରାବଣ ମାସରେ ଆମେ ରାଖୀ ପୂର୍ଣ୍ଣିମା…












