‘ସ୍ୱାଧୀନ’ ଲିକୁ ଭରସାରେ ଓଡ଼ିଶା ବିଜେପି
ପିନ୍ ବାର୍ତ୍ତା: ଯାଜପୁର ଜିଲ୍ଲା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଜଣେ ସକ୍ରିୟ ନେତା ଭାବେ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।…
“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?
ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ…
ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ
ପିନ୍ ବାର୍ତ୍ତା: ବହୁ ଚର୍ଚ୍ଚିତ ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ ପାସ୍ ହେବା ପରେ ଓଡ଼ିଶାର ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏବଂ ଏହାକୁ ନେଇ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ଏହି ଆଇନ ଉପରେ ସ୍ପଷ୍ଟ ମତ ରଖିଛନ୍ତି…
କ୍ରମାଗତ ବିଜୟ ବିଜେପି ପାଇଁ ଚିନ୍ତାର କାରଣ କାହିଁକି?
ପିନ୍ ବାର୍ତ୍ତା: ସବୁଆଡ଼େ ଦଳୀୟ କ୍ଷମତା ବିସ୍ତାର କରିବାର ଅଧିକ ଲୋଭ ହିଁ ବୋଧହୁଏ ବିଜେପି ପାଇଁ ଏକ ବଡ଼ ଦୁର୍ବଳତା ପାଲଟିଛି । ମୋଦୀ ଓ ଶାହ ବୋଧହୁଏ ଭାବିଥିଲେ ଯେ, ସର୍ବାଧିକ ସଂଖ୍ୟକ ରାଜ୍ୟରେ ବିଜୟ ହାସଲ କଲେ ଭାରତର…
ଧର୍ମେନ୍ଦ୍ରଙ୍କ ପଛରେ ପଡ଼ିଛି କିଏ?
ସୁଦାମ ଶେଖର (ପିନ୍ ବାର୍ତ୍ତା): ନିଟ ମାମଲାରେ ଇସ୍ତଫା ଦେବା ପାଇଁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରବଳ ଚାପ ପଡିଥିଲା, ସେ ଇସ୍ତଫା ବି ଦେଲେ ଏବଂ ଜେନ ଜି ଆନ୍ଦୋଳନ ଥମିଲା । କିନ୍ତୁ ଓଡ଼ିଶାରେ…
ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତାଙ୍କ କୋହ
ପିନ୍ ବାର୍ତ୍ତା: ରାଜନୀତିରେ କ୍ଷମତା ପରିବର୍ତ୍ତନ ସହ ସମୀକରଣ ବଦଳିବା ଏକ ସ୍ୱାଭାବିକ ପ୍ରକ୍ରିୟା , କିନ୍ତୁ ଯେତେବେଳେ ଆଦର୍ଶ ପଛରେ ପଡ଼ିଯାଏ ଏବଂ ସୁବିଧାବାଦୀ ରାଜନୀତି ଆଗକୁ ଚାଲିଆସେ , ସେତେବେଳେ ମୂଳ ସଙ୍ଗଠନକାରୀଙ୍କ ମନରେ କୋହ ସୃଷ୍ଟି ହେବା…
ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ଐତିହାସିକ ବିଜୟ ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ
ଆଜିର ଏହି ଐତିହାସିକ ନିର୍ବାଚନରେ ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀର ଜନସାଧାରଣ ଯେଉଁ ଜନମତ ଦେଇଛନ୍ତି, ତାହା ଗଣତନ୍ତ୍ରର ବିଜୟ । ଆମ ଦଳର ନୀତି ଓ ଆଦର୍ଶ ଉପରେ ଲୋକଙ୍କର ଭରସା ବୃଦ୍ଧି ପାଇଛି । ଏହି ବିଜୟ କେବଳ…
କାହା ପ୍ରତି କୈାଣସି ଅନ୍ୟାୟ ହେବ ନାହିଁ: ବଳଭଦ୍ର ମାଝୀ
ଗତ ବିଜେଡି ସରକାର ଅମଳରେ ୨୦୨୩ ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଂଚଳରେ ଥିବା ଖଣି ଲିଜ୍ ପ୍ରଦାନ କରାଯାଇଥିଲା । ଲିଜ ପ୍ରକ୍ରିୟାରେ ଅନେକ ଆଇନଗତ ତୃଟି ଅଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।…
ତାମିଲନାଡୁରେ ବିଜେପିର ବଡ଼ ଘୋଷଣା
ତାମିଲନାଡୁ ନିର୍ବାଚନ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପୂର୍ବତନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଇସ୍ତାହାର ପ୍ରକାଶ କରିଛନ୍ତି। ଦଳ ପକ୍ଷରୁ ମହିଳା, ଯୁବପିଢ଼ି ଏବଂ ସମାଜର ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଅନେକ ଲୋକପ୍ରିୟ ପ୍ରତିଶ୍ରୁତି ଦିଆଯାଇଛି।…













