ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ଭୁବନେଶ୍ୱର, ୨୭ ଜୁଲାଇ: ରାଉରକେଲା ବିମାନବନ୍ଦରର ଭିତ୍ତିଭୂମି ସୁଦୃଢ଼ କରିବା ଓ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୫୮ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ କରିଥିବା ସୂଚନା ମିଳିଛି। ଏହି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ…

୨୩ ବର୍ଷ ପରେ ବି ଶେଷ ହୋଇନି ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷ ଧରି ଚାଲିଥିବା ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପର କାମ ଏବେ ସୁଦ୍ଧା ଶେଷ ହୋଇନାହିଁ। ରାଜ୍ୟସଭାରେ ଏହି ପ୍ରକଳ୍ପ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଜମି ଅଧିଗ୍ରହଣ, ବନ…

ଦେଶରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ, ସଂସଦରେ ତଥ୍ୟ ରଖିଲେ କେନ୍ଦ୍ର

ଭୁବନେଶ୍ୱର: ଦେଶର ନ୍ୟାୟ ବ୍ୟବସ୍ଥାରେ ବିଚାରାଧୀନ ମାମଲାର ସଂଖ୍ୟା ନେଇ ରାଜ୍ୟସଭାରେ ଉଠିଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ସଦ୍ୟତମ ପରିସଂଖ୍ୟାନ ପ୍ରକାଶ କରିଛନ୍ତି। ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ଓ ଜିଲ୍ଲା ଅଦାଲତଗୁଡ଼ିକରେ ଲମ୍ବି…

ଓଡ଼ିଶାରେ GST ଆଦାୟରେ ନୂଆ ରେକର୍ଡ, ପ୍ରଥମ ଥର ପାଇଁ ୧୦ ହଜାର କୋଟି ଟଙ୍କା ଅତିକ୍ରମ

ଭୁବନେଶ୍ୱର: ଓଡ଼ିଶାର କର ଆଦାୟ କ୍ଷେତ୍ରରେ ଆଉ ଏକ ମାଇଲଫଳକ ସ୍ଥାପିତ ହୋଇଛି। ରାଜ୍ୟ GST ସଂଗଠନ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ୧୦ ହଜାର କୋଟି ଟଙ୍କାରୁ ଅଧିକ GST ଆଦାୟ କରି ନୂଆ ରେକର୍ଡ ସୃଷ୍ଟି…