ଅନ୍ଧାରରେ ଓଡ଼ିଶା ସ୍କୁଲ

ପିନ୍ ବାର୍ତ୍ତା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଭିତ୍ତିଭୂମିର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ ହୋଇପାରିବା କାରଣରୁ…

ମେକାନିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ

ପିନ୍ ବାର୍ତ୍ତା: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ରାଜ୍ୟର ଅସଂଗଠିତ କ୍ଷେତ୍ରରେ ଦିନରାତି କାମ କରୁଥିବା ମେକାନିକମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ । ମେକାନିକଙ୍କ ସର୍ବାଙ୍ଗୀନ ବିକାଶ…

ଅଦାଲତରେ ମାମଲା ସତ୍ତ୍ୱେ ବାଲଡାରେ ଡ୍ରୋନ ସର୍ଭେ; ଆଦାନୀ ଟିମ୍‌କୁ ଘେରିଲେ ଗ୍ରାମବାସୀ

ପିନ୍ ବାର୍ତ୍ତା: ଓଡ଼ିଶାର କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ପାହାଡ଼ ଅଞ୍ଚଳରେ ପ୍ରସ୍ତାବିତ ବକ୍ସାଇଟ୍ ଖନନ ପାଇଁ ଡ୍ରୋନ୍ ସର୍ଭେକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଓ ଉତ୍ତେଜନା ଦେଖା ଦେଇଛି । ପଞ୍ଚମ ଅନୁସୂଚୀ ଅନ୍ତର୍ଭୁକ୍ତ…

“No Works in Odisha”: କଥା ବେଶୀ, କାମ କମ୍; RKD ପାଇଁ କାହିଁକି ଏ ଦରଦ?

ପିନ୍ ବାର୍ତ୍ତା: ଓଡ଼ିଶାବାସୀ ବଦଳ ଚାହୁଁଥିଲେ, ଆଉ ଶାସକ ଦଳ ମଧ୍ୟ ବଦଳିଲା । ସରକାର ପରିବର୍ତ୍ତନ ସହ ବିକାଶର ନୂଆ ନାରା ଶୁଣିବାକୁ ମିଳିଲା ଏବଂ ଅନେକ ନୂତନ ପ୍ରକଳ୍ପର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ମାତ୍ର ବାସ୍ତବତା କିନ୍ତୁ…

ବଣ୍ଡା ଜନଜାତିଙ୍କ ବିକାଶ ପାଇଁ ପ୍ରୟାସ

ପିନ୍ ବାର୍ତ୍ତା: ମାଲକାନଗିରି ଜିଲ୍ଲାରେ ବିକାଶ ଏବଂ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଅନ୍ୟତମ ଆଦିମ ଜନଜାତି (PVTG) ଭାବେ ପରିଚିତ ବଣ୍ଡା ସମ୍ପ୍ରଦାୟର ସାମଗ୍ରିକ ଉନ୍ନତି ପାଇଁ ମୁଦୁଲିପଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା…

ଲୋକଙ୍କୁ ନିଜର କରି ପାରିଲେନି 

ପିନ୍ ବାର୍ତ୍ତା: ଭୁବନେଶ୍ୱରରେ ଓଲା, ଉବର ଏବଂ ରାପିଡ଼ୋ ଡ୍ରାଇଭରମାନଙ୍କ ଚାଲିଥିବା ଆନ୍ଦୋଳନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । କିନ୍ତୁ ଏହି ଆନ୍ଦୋଳନ ପ୍ରତି ସାଧାରଣ ଲୋକଙ୍କର ସମର୍ଥନ ନାହିଁ କହିଲେ ଚଳେ । ଏହାର ପ୍ରମୁଖ କାରଣ ହେଲା…

ଉତ୍ସୃଙ୍ଖଳ ଡ୍ରାଇଭରଙ୍କ ଉପରେ କଠୋର ହେଲେ ସରକାର

ପିନ୍ ବାର୍ତ୍ତା: ଚତୁର୍ଥ ଦିନରେ ପହଁଚିଛି ଅନଲାଇନ କ୍ୟାବ ସର୍ଭିସ ସଂଘର ଆନ୍ଦୋଳନ । ଓଲା, ଉବେର ଓ ରାପିଡୋ ଚାଳକ ସଂଘ ଲୋୟର ପିଏମଜିରେ ବଡ଼ ଧରଣର ଆନ୍ଦୋଳନ କରୁଛି । ଅନଲାଇନ ଗାଡ଼ି ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ରାଜଧାନୀରେ…

ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍ – ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ

ପିନ୍ ବାର୍ତ୍ତା: ବହୁ ଚର୍ଚ୍ଚିତ ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧନ ବିଲ୍‌ ପାସ୍ ହେବା ପରେ ଓଡ଼ିଶାର ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଏବଂ ଏହାକୁ ନେଇ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ଏହି ଆଇନ ଉପରେ ସ୍ପଷ୍ଟ ମତ ରଖିଛନ୍ତି…

ଜଟିଳ ହେଉଛି ବନ୍ୟା ସମସ୍ୟା

ପିନ୍ ବାର୍ତ୍ତା: ଓଡ଼ିଶାରେ ଲଗାଣ ବର୍ଷା ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କାରଣରୁ ରାଜ୍ୟର ବନ୍ୟା ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି । ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲା ଏହି ପ୍ରାକୃତିକ ବିପର୍ଯ୍ୟୟଦ୍ୱାରା ପ୍ରଭାବିତ ହୋଇଥିବାବେଳେ ୮.୬ ଲକ୍ଷରୁ…

ସବୁ ବୋହିନେବେ!

ପିନ୍ ବାର୍ତ୍ତା: ରାଜ୍ୟର ଅର୍ଥନୀତିକୁ ଆହୁରି ମଜବୁତ୍ କରିବା, ଶିଳ୍ପାୟନକୁ ସୁଗମ କରିବା ଏବଂ ଖଣିଜ ସମ୍ପଦର ଉତ୍ତୋଳନ ପରେ ତାହାର ନିର୍ବିଘ୍ନ ନିର୍ଗମନ ଓ ପରିବହନକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ସଡ଼କ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ସୁଦୃଢ଼ କରିବାକୁ…