ଦେବଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତାଙ୍କ କୋହ

ପିନ୍ ବାର୍ତ୍ତା: ରାଜନୀତିରେ କ୍ଷମତା ପରିବର୍ତ୍ତନ ସହ ସମୀକରଣ ବଦଳିବା ଏକ ସ୍ୱାଭାବିକ ପ୍ରକ୍ରିୟା , କିନ୍ତୁ ଯେତେବେଳେ ଆଦର୍ଶ ପଛରେ ପଡ଼ିଯାଏ ଏବଂ ସୁବିଧାବାଦୀ ରାଜନୀତି ଆଗକୁ ଚାଲିଆସେ , ସେତେବେଳେ ମୂଳ ସଙ୍ଗଠନକାରୀଙ୍କ ମନରେ କୋହ ସୃଷ୍ଟି ହେବା…

ରଜ : ମାଟିର ଋତୁସ୍ରାବ, ଜୀବନର ଉତ୍ସବ

ପିନ୍ ବାର୍ତ୍ତା (ବିଶ୍ବରାଜ ନାୟକଙ୍କ କଲମରୁ): “ଋତୁସ୍ରାବ”( Menstruation) ଆଜି ମଧ୍ୟ ତଥାକଥିତ ସଭ୍ୟ ସମାଜରେ ଅନେକଙ୍କ ପାଇଁ ଏକ ନିଷିଦ୍ଧ-ଶଦ୍ଦ, ଅଗଣିତ ସଚେତନତା ଅଭିଯାନ ଚାଲିଥିବା ସତ୍ତ୍ୱେ ! ଏକ ସାଧାରଣ ଓ ସ୍ୱାଭାବିକ ଶାରିରୀକ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା…

ଜଙ୍ଗଲ ନାଶ, ସର୍ବନାଶ !

ପିନ୍ ବାର୍ତ୍ତା: ଗଛ ଅମୃତ ବାଣ୍ଟେ , କିନ୍ତୁ ଆଜି ମଣିଷ ନିଜ ସ୍ୱାର୍ଥ ପାଇଁ ସେହି ଅମୃତର ଉତ୍ସକୁ କାଟି ଚାଲିଛି । ଜଙ୍ଗଲ ନଷ୍ଟ ହେବା କେବଳ ଗଛ କାଟିବା ନୁହେଁ , ବରଂ ଏହା ସମଗ୍ର ମାନବ…

ଚାଲି ଯାଉଛି ଅମୂଲ୍ୟ ଜୀବନ

ସେପ୍ଟିକ୍ ଟାଙ୍କି ସଫା କିମ୍ବା ନିର୍ମାଣ କରିବା ସମୟରେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇବା ଘଟଣା ଆମ ସମାଜରେ ଏକ ଦୁଃଖଦ ତଥା ନିତିଦିନିଆ ବାସ୍ତବତା ପାଲଟିଗଲାଣି । ସବୁ ଜାଣି ମଧ୍ୟ ଜଣେ ଶ୍ରମିକକୁ ମୃତ୍ୟୁର କୂପ ଭିତରକୁ ଠେଲି…

ଟାଟା ପାୱାରର ଦାଉରେ ଜଳୁଛି ଓଡ଼ିଶା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଟାଟା ପାୱାରର ଅତ୍ୟାଚାର ଲୋକଙ୍କ ଉପରେ ଦାଉ ସାଧୁଛି । ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଲାଗିରହିଛି । ଦିନରେ ପ୍ରଚଣ୍ଡ ଖରା ପରେ ଅପରାହ୍ନରେ କାଳବୈଶାଖୀ…

ଆଦିବାସୀଙ୍କ ଲଢ଼େଇ – ବାଲଡାରୁ ସିଜିମାଳି

ବାଲଡାରୁ ସିଜିମାଳି ପର୍ଯ୍ୟନ୍ତ ଆଦିବାସୀଙ୍କ ଲଢେଇ ଜାରି ରହିଛି । କୌଣସି ପରିସ୍ଥିତିରେ ବି ସେମାନେ ହାର ମାନି ନାହାନ୍ତି, ଦମ୍ଭର ସହ ସରକାର ଓ କମ୍ପାନୀ ବିରୁଦ୍ଧରେ ଛିଡା ହୋଇଛନ୍ତି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା…