ବାରମ୍ବାର ଲିଙ୍ଗରାଜଙ୍କ ନୀତିକାନ୍ତିରେ ବାଧା; ଭକ୍ତଙ୍କୁ ଆଘାତ

ପିନ୍ ବାର୍ତ୍ତା: ଭୁବନେଶ୍ଵର ସ୍ଥିତ ପ୍ରଭୁ ଲିଙ୍ଗରାଜ ଙ୍କ ମନ୍ଦିରରେ କାର୍ଯ୍ୟରତ ସେବାୟତଙ୍କ ଗୋଷ୍ଠୀଗତ ବିବାଦ ଏଵଂ ପ୍ରଭୁ ଙ୍କ ନୀତିକାନ୍ତି ରେ ବିଳମ୍ବ ହେବା ଏକ ନିତିଦିନିଆ ଘଟଣାର ରୂପ ନେଇଛି। ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଲିଙ୍ଗରାଜ…

ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିଛି ୯୦ କୋଟି ଓ ୯ ଏକର ଜମି; ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ଉତ୍ତର

ଓଡ଼ିଶାର ଗୌରବମୟ ଇତିହାସର ପ୍ରତୀକ ‘ପାଇକ ବିଦ୍ରୋହ’ର ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ୯୦ କୋଟି ଟଙ୍କା ବ୍ୟବସ୍ଥା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ଜମି ଯୋଗାଇ ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ…

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ, ଜଲେଶପଟ୍ଟା ଆଶ୍ରମ ପାଇଁ ୧୩ କୋଟି ମଞ୍ଜୁର

ଭୁବନେଶ୍ୱର: କନ୍ଧମାଳର ପ୍ରଖ୍ୟାତ ସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଫୁଲବାଣୀରେ ନବପ୍ରତିଷ୍ଠିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯିବ। ଏହା…

ରାଉରକେଲା ବିମାନବନ୍ଦର ବିକାଶରେ କେନ୍ଦ୍ରର ୫୮.୯୬ କୋଟି ଟଙ୍କା ବ୍ୟୟ

ଭୁବନେଶ୍ୱର, ୨୭ ଜୁଲାଇ: ରାଉରକେଲା ବିମାନବନ୍ଦରର ଭିତ୍ତିଭୂମି ସୁଦୃଢ଼ କରିବା ଓ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୫୮ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ କରିଥିବା ସୂଚନା ମିଳିଛି। ଏହି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ…

୨୩ ବର୍ଷ ପରେ ବି ଶେଷ ହୋଇନି ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ

ଭୁବନେଶ୍ୱର: ଦୀର୍ଘ ୨୩ ବର୍ଷ ଧରି ଚାଲିଥିବା ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପର କାମ ଏବେ ସୁଦ୍ଧା ଶେଷ ହୋଇନାହିଁ। ରାଜ୍ୟସଭାରେ ଏହି ପ୍ରକଳ୍ପ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଜମି ଅଧିଗ୍ରହଣ, ବନ…

ରାଜ୍ୟସଭା ଭାରେ ଏମ୍ସ ସାଟେଲାଇଟ୍ ସେଣ୍ଟର ପ୍ରସଙ୍ଗ ଉଠାଇଲେ ସାଂସଦ ଦିଲୀପ ରାୟ

ନୂଆଦିଲ୍ଲୀ,ତା 21 21/07/2026: ରାଜ୍ୟସଭା ସାଂସଦ ଶ୍ରୀ ଦିଲୀପ କୁମାର ରାୟ ସଂସଦର ଚଳିତ ମୌସୁମୀ ଅବେଶନରେ ଓଡ଼ିଶାର ରାଉରକେଲାଠାରେ ଏମ୍ସ (AIIMS)ର ଏକ ସାଟେଲାଇଟ୍ ସେଣ୍ଟର ସ୍ଥାପନ ପ୍ରସଙ୍ଗ ଉଠାଇଛନ୍ତି । ରାଉରକେଲାରେ ଏମ୍ସ ଭୁବନେଶ୍ବରର ଏକ ସାଟେଲାଇଟ ସେଣ୍ଟର…

ଓଡ଼ିଶାରେ GST ଆଦାୟରେ ନୂଆ ରେକର୍ଡ, ପ୍ରଥମ ଥର ପାଇଁ ୧୦ ହଜାର କୋଟି ଟଙ୍କା ଅତିକ୍ରମ

ଭୁବନେଶ୍ୱର: ଓଡ଼ିଶାର କର ଆଦାୟ କ୍ଷେତ୍ରରେ ଆଉ ଏକ ମାଇଲଫଳକ ସ୍ଥାପିତ ହୋଇଛି। ରାଜ୍ୟ GST ସଂଗଠନ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ୧୦ ହଜାର କୋଟି ଟଙ୍କାରୁ ଅଧିକ GST ଆଦାୟ କରି ନୂଆ ରେକର୍ଡ ସୃଷ୍ଟି…

ତଥାପି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦରକାର !

ସୁଦାମ ଶେଖର: କିଛିଦିନ ନିରବ ରହିବା ପରେ ପୁଣି ଚର୍ଚ୍ଚା ଧରିଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା । ପରିବେଶବିତ ସୋନମ ବାଙ୍ଗଚୁକଙ୍କ ଅନଶନ ଢେର ଦିନରୁ ଚାଲିଛି । ଅନଶନ ଠାରୁ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ନିଜକୁ ବାହାରୁ ଦୁରେଇ…

ରଥଯାତ୍ରାରେ ଆମ କର୍ତ୍ତବ୍ୟ ଯାତ୍ରା -ସୁଦାମ ଶେଖର

ଏବର୍ଷର ପବିତ୍ର ରଥ ଯାତ୍ରା ଆରମ୍ଭ ହୋଇ ସାରିଛି। ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ସମେତ ସାରା ଦେଶରେ ବିଭିନ୍ନ ସ୍ଥାନ ମାନଙ୍କରେ ପ୍ରବଳ ଜନ ସମାଗମ ବି ହୋଇଛି। ଯେହେତୁ ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ, ଢେର ସମୟ…

ଲଘୁଚାପ ସକ୍ରିୟ: ଜୁଲାଇ ୮ ପର୍ଯ୍ୟନ୍ତ ଓଡ଼ିଶାରେ ଜାରି ରହିବ ପ୍ରବଳ ବର୍ଷା, ୯ ଜିଲ୍ଲା ପାଇଁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ଥିବାରୁ ଓଡ଼ିଶାରେ ଆସନ୍ତା କିଛି ଦିନ ଧରି ବର୍ଷାର ପ୍ରକୋପ ଜାରି ରହିବ। ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା…