ଜାପାନୀ କମ୍ପାନୀଙ୍କ ସହ ଓଡ଼ିଶାର ବଡ଼ ଚୁକ୍ତି: ୬୭ ହଜାର କୋଟିର ପୁଞ୍ଜିନିବେଶ, ୭,୬୦୦ ନିଯୁକ୍ତି ସମ୍ଭାବନା

ଭୁବନେଶ୍ୱର, ୩ ଜୁଲାଇ: ସବୁଜ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଜାପାନର ପ୍ରମୁଖ ଶିଳ୍ପ ସଂସ୍ଥା ACME Group ଏବଂ IHI Corporation ସହ ସହଯୋଗ ପତ୍ର (MoC) ସ୍ୱାକ୍ଷର କରିଛନ୍ତି।…

ପୌଷ୍ଟିକତା ମୋହନ ସରକାରଙ୍କ ପ୍ରାଥମିକତା

ମୋହନ ମାଝୀ ସରକାରଙ୍କ ଅନେକ ପ୍ରଶଂସନୀୟ ନିଷ୍ପତ୍ତିଗୁଡିକ ମଧ୍ୟରୁ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରଦାନ ବ୍ୟବସ୍ଥାକୁ ଜାରି ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତତ୍କାଳୀନ ବିଜେଡି ସରକାର ସମୟରେ ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇଦେବା…

ଓଡ଼ିଶାରେ ମଦର ବନ୍ୟା

ପିନ୍ ବାର୍ତ୍ତା: ବର୍ତ୍ତମାନ ଓଡ଼ିଶାରେ ମଦ କାରବାର ଏକ ବିରାଟ ବ୍ୟବସାୟର ରୂପ ନେଇଛି, ଯାହାକୁ ସାଧାରଣ ଭାଷାରେ ‘ମଦର ବନ୍ୟା’ ବୋଲି କୁହାଯାଉଛି । ରାଜ୍ୟରେ ମଦର ଚାହିଦା ଏବଂ ଏଥିରୁ ମିଳୁଥିବା ରାଜସ୍ୱ ପ୍ରତିବର୍ଷ ନୂଆ ରେକର୍ଡ ସୃଷ୍ଟି…

ଅପମିଶ୍ରିତ ଖାଦ୍ୟ କବଳରେ ସାରା ଓଡ଼ିଶା

ପିନ୍ ବାର୍ତ୍ତା: ବର୍ତ୍ତମାନ ସମଗ୍ର ଓଡ଼ିଶାରେ ଅପମିଶ୍ରିତ ଖାଦ୍ୟର କାରବାର ଏକ ଭୟାବହ ରୂପ ଧାରଣ କରିଛି । ସକାଳର ଚା’ ପତ୍ରଠାରୁ ଆରମ୍ଭ କରି ମସଲା, ତେଲ, ଘିଅ ଏବଂ ଛୋଟ ପିଲାଙ୍କ ହର୍ଲିକ୍ସ ପର୍ଯ୍ୟନ୍ତ ସବୁଥିରେ ବିଷ ମିଶୁଛି…

ଚିଲିକା ସେତୁ ପ୍ରକଳ୍ପକୁ ନେଇ ବିବାଦରେ ସଞ୍ଜୟ

ପିନ୍ ବାର୍ତ୍ତା: କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଥିବାବେଳେ ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ କୁମାର ଦାସବର୍ମାଙ୍କ ମତାମତକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । କୋଷ୍ଟାଲ ହାଇୱେର ମୂଳ ପରିକଳ୍ପନାରୁ କେନ୍ଦ୍ର ସରକାର…

କଡ଼ାକଡ଼ି ହେଉ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ପିନ୍ ବାର୍ତ୍ତା: ନିକଟରେ ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଥିବା ଏକ ହୋଟେଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ରୋଷେଇ ଗ୍ୟାସ ଲିକ୍‌ ଯୋଗୁଁ ଘଟିଥିବା ଏହି ଦୁର୍ଘଟଣାରେ ୨୨ ଜଣ ନିରୀହ ଲୋକଙ୍କର ମୃତ୍ୟୁ…

ରକ୍ତରଞ୍ଜିତ ଭଞ୍ଜ ମାଟି

ପିନ୍ ବାର୍ତ୍ତା: ଓଡ଼ିଶାରେ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ଆକ୍ରମଣ ଦିନକୁ ଦିନ ତୀବ୍ର ହେଉଛି । ହାଜତ ମୃତ୍ୟୁ, ହିଂସା, ପୋଲିସ ବର୍ବରତା ଏବଂ ରାଜନୈତିକ ହିଂସାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି କଂଗ୍ରେସ ଓ ବିଜେଡି । ବିଶେଷ…

ଫାଇଲ ଚୋରିର ମହାଭିଯୋଗ

ପିନ୍ ବାର୍ତ୍ତା: ଓଡ଼ିଶାର ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି ଅତି ସମ୍ବେଦନଶୀଳ ନ୍ୟାୟିକ ତଦନ୍ତ କମିଶନ ରିପୋର୍ଟ ନିଖୋଜ ହେବା ଘଟଣା ରାଜ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି । ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ…

ଜଙ୍ଗଲ ନାଶ, ସର୍ବନାଶ !

ପିନ୍ ବାର୍ତ୍ତା: ଗଛ ଅମୃତ ବାଣ୍ଟେ , କିନ୍ତୁ ଆଜି ମଣିଷ ନିଜ ସ୍ୱାର୍ଥ ପାଇଁ ସେହି ଅମୃତର ଉତ୍ସକୁ କାଟି ଚାଲିଛି । ଜଙ୍ଗଲ ନଷ୍ଟ ହେବା କେବଳ ଗଛ କାଟିବା ନୁହେଁ , ବରଂ ଏହା ସମଗ୍ର ମାନବ…

ସିବିଏସଇ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଏସ୍ଏଫ୍ ର ବିକ୍ଷୋଭ; ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ

ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ର ଜାତୀୟ ଆହ୍ୱାନ କ୍ରମେ ଆଜି ଭୁବନେଶ୍ୱରସ୍ଥିତ ସିବିଏସଇ ଜୋନାଲ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଏସ୍ଏଫ୍ ପକ୍ଷରୁ ସିବିଏସଇ ର On-Screen ମୂଲ୍ୟାଙ୍କନ (OSM) ବ୍ୟବସ୍ଥାରେ ଘଟିଥିବା ଗୁରୁତର ତ୍ରୁଟି ପାଇଁ ପ୍ରଭାବିତ ୧୭ ଲକ୍ଷ…